Browsing Tag

sold in 5 crores

୫ କୋଟି ଟଙ୍କାରେ ବିକ୍ରି ହେଲା ୩୫ବର୍ଷର ପୁରୁଣା ଜୋତା, ଭାଙ୍ଗିଲା ସବୁ ରେକର୍ଡ

ଜୋତାର ଦାମ୍‌ ୫ କୋଟି। ତା ପୁଣି ନୂଆ ନୁହଁ ପୁରୁଣା। ଆପଣ ଭାବୁଥିବେ, ଏମିତି କ’ଣ ଅଛି ସେହି ଜୋତାରେ ଯେ, ତା’ର ଦାମ୍‌ ୫ କୋଟି ? ଏହା କୌଣସି ସାଧାରଣ ଜୋତା ନୁହେଁ କିମ୍ବଦନ୍ତୀ ବାସ୍କେଟବଲ ତାରକା ମାଇକେଲ ଜୋର୍ଡାନଙ୍କ ପରିହିତ ଜୋତା। ଯାହାର ମୂଲ୍ୟ ୬୧୫,୦୦୦ ଡଲାର ଯାହା ଭାରତୀୟ ମୂଲ୍ୟରେ…