Below header
Browsing Tag

sonepur

ପର୍ବ ଉପରେ କରୋନା ମାଡ଼, ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ରାମପୁରର ଧନୁଯାତ୍ରା ସ୍ଥଗିତ

ସୁବର୍ଣ୍ଣପୁର(କେନ୍ୟୁଜ୍):  ପର୍ବ ଉପରେ କରୋନା ମାଡ଼। ସଂକ୍ରମଣ ଚେନକୁ କାଟିବା ପାଇଁ ଓଡିଶାର ବିଭିନ୍ନ ପର୍ବପର୍ବାଣୀ ବନ୍ଦ କରାଯାଉଛି  । ଏହାକୁ ଦୃଷ୍ଟିରେ ରଖି ବନ୍ଦ ହୋଇଛି ଧନୁଯାତ୍ରା । କରୋନା ଯୋଗୁ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ରାମପୁରର ଧନୁଯାତ୍ରା ସ୍ଥଗିତ ରଖାଯାଇଛି । ଏନେଇ…

ସୋନପୁର ବଜାରରେ ମିଳୁନି ସରିଆଁ ଧାନ, ଆଉ ଦିନକ ପରେ ନୂଆଁଖାଇ

ସୁବର୍ଣ୍ଣପୁର (କେ ନ୍ୟୁଜ) : ଆଉ ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । କେତେ ଜାକଜକମରେ ଏହି ପର୍ବ ପାଳନ କରିବାକୁ ସ୍ଥାନୀୟ ଲୋକେ ସଜବାଜ ହୋଇଗଲେଣି।ଏହି କୃଷିଭିତ୍ତିକ ପର୍ବରେ ଚାଷୀ ଅମଳ କରିଥିବା ବର୍ଷର ପହିଲି ଶସ୍ୟକୁ ଅର୍ପଣ କରିବା ପାଇଁ ସମସ୍ତେ ଚଳଚଞ୍ଚଳ। ହେଲେ ଭାଦ୍ରବ ମାସର…