Browsing Tag

sorcery

ରାଜଧାନୀରେ ଗୁଣି ଗାରେଡ଼ି ଓ ତନ୍ତ୍ରମନ୍ତ୍ର ସାଧନା ! ଅଭିଯୋଗ କଲେ ଘରମାଲିକ

ଭୁବନେଶ୍ୱର : ରାଜଧାନୀରେ ଗୁଣି ଗାରେଡ଼ି ଓ ତନ୍ତ୍ରମନ୍ତ୍ର ସାଧନା । ଘର ଭିତରେ ଚାରିଆଡ଼େ ଗାତ ଖୋଳି ଚାଲିଥିଲା ତନ୍ତ୍ର ପୂଜା । ବନ୍ଦ ଘରୁ, ଘର ମାଲିକ ଧୁଆଁ ବାହାରୁଥିବା ଦେଖିବା ପରେ ଗୁଣିଗାରେଡିର ପର୍ଦ୍ଦାଫାସ ହୋଇଛି । ପୁରୁଣା ଭୁବନେଶ୍ବରର ବ୍ରହ୍ମେଶ୍ବର ପାଟଣାରେ ଏଭଳି ଘଟଣା ଦେଖିବାକୁ…

ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମରେ ଉତ୍ତେଜନା 

 ଯାଜପୁର ଟାଉନ: ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମରେ ଉତ୍ତେଜନା । ଗ୍ରାମର ୧୨ଜଣ ମହିଳା ଓ ଶିଶୁ ଗୁଣିଗାରେଡିର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ସଦର ଥାନା ନାଥସାହି ପଞ୍ଚାୟତ ସୁନିନ୍ଦା ଶବର ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣାରେ ଜଣଙ୍କୁ ଅଟକ ରଖି…

‘ମୋ ପରିବାରର ୩ ଜଣଙ୍କୁ ଗୁଣି କରି ମାରିଦେଲେ, ମୁଁ ବି ଛାଡିଲିନି’, ରାୟଗଡାରେ ଗୁଣି ଗାରେଡିରୁ ଡବଲ ମର୍ଡର

ରାୟଗଡା(କେନ୍ୟୁଜ୍): ଗୁଣିଗାରେଡି ସନ୍ଦେହରେରେ ରାୟଗଡାରେ ଡବଲ୍ ମର୍ଡର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବଡକସାପାଡୁ ଗ୍ରାମରେ। ଗୁଣି କରୁଥିବା ଅଭିଯୋଗ କରି ଗ୍ରାମର ପ୍ରେମାନନ୍ଦ ମାଣ୍ଡାଙ୍ଗି ସେହି ଗ୍ରାମର ଦୁଇ ବୃଦ୍ଧ ବନ୍ଧୁ ଯଦୁମଣି…