Browsing Tag

soup receipe

ରେସ୍ତୋରାଁ ଷ୍ଟାଇଲ୍‌ ଭେଜ୍‌ ମନଚାଓ୍ଵ ସୁପ୍‌ ବନାନ୍ତୁ ଘରେ, ସମସ୍ତେ କରିବେ ପ୍ରଶଂସା

ଏବେ ଚାରିଆଡେ ଶୀତର ଲହରୀ। ରାତିରେ ତ ତାପମାତ୍ରା କମିଯାଉଛି ଆଉ ଥଣ୍ଡା ପବନ ବହିଚାଲିଛି। ଏମିତିରେ ଆପଣ ଶୀତୁଆ ପାଗରେ ଗରମ ଉପଷମ ପାଇବା ପାଇଁ ଘରେ ବନାଇପାରିବେ ଭେଜ୍‌ ମନଚାଓ୍ଵ ସୁପ୍‌, ତାହା ପୁଣି ଏକଦମ୍‌ ରେସ୍ତୋରାଁ ଭଳି। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।…

ଇମ୍ୟୁନିଟି ବଢ଼ାଇବାକୁ ନିୟମିତ ପିଅନ୍ତୁ ଗାଜର-ଅଦା ସୁପ୍‌, ଉଭୟ ଥଣ୍ଡା ଓ କରୋନାକୁ ଦେବ ମାତ୍‌

ଏବେ ଗୋଟେ ପଟେ ଥଣ୍ଡା ବଢ଼ୁଥିବା ବେଳେ ଅନ୍ୟ ପଟେ କରୋନା ଭାଇରସ୍‌ର ପ୍ରକୋପ ବି ଧୀରେ ଧୀରେ ବୃଦ୍ଧି ପାଉଛି। ଓମିକ୍ରନ୍‌ ଭ୍ୟାରିଏଣ୍ଟ ସାରା ବିଶ୍ୱରେ କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି। ଏଭଳି ସ୍ଥିତିରେ ଇମ୍ୟୁନିଟି ବଢ଼ାଇବା ପାଇଁ ଆପଣ ସ୍ୱାଦିଷ୍ଟ ତଥା ପୋଷକ ତତ୍ତ୍ୱ ଯୁକ୍ତ ଗାଜର ଓ…