Below header
Browsing Tag

sourabh gangully

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

କୋଲକାତା(କେ ନ୍ୟୁଜ): ପୁଣି ଥରେ ମେଡିକାଲରେ ଭର୍ତ୍ତି ହେଲେ ଦାଦା । ଛାତିରେ ଯନ୍ତ୍ରଣା ପରେ ବିସିିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ କୋଲକତାର ଘରୋଇ ହସପିଟାଲରେ ଆଡମିଟ କରଯାଇଛି । ଗତ ୨ ତାରିଖ ଦିନ ଜିମରେ ବ୍ୟାୟାମ କରୁଥିବା ବେଳେ ଦାଦାଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା । ପରେ ତାଙ୍କୁ…

ରାଜନୀତି ମୈଦାନକୁ ଓଲ୍ହାଇବେ କି ଦାଦା ! ବିଜେପିକୁ ଦେଲେ ଏମିତି କିଛି ଜବାବ….

ଇଣ୍ଡିୟାନ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ତଥା ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ରାଜନୀତିରେ ଯୋଗ ଦେବା ନେଇ ଏକ ଖବର ଲୋକଲୋଚନକୁ ଆସିଥିଲା । ଖାଲି ସେତିକି ନୁହେଁ ବେଙ୍ଗଲ ମାଟିରେ ସୌରଭଙ୍କୁ ବିଜେପି କ୍ୟାପଟେନ କରି ଛିଡ଼ା କରିପାରେ ବୋଲି ମଧ୍ୟ ଏକ ଗୁଜବ ଉଠିଥିଲା ।…