ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

କୋଲକାତା(କେ ନ୍ୟୁଜ): ପୁଣି ଥରେ ମେଡିକାଲରେ ଭର୍ତ୍ତି ହେଲେ ଦାଦା । ଛାତିରେ ଯନ୍ତ୍ରଣା ପରେ ବିସିିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ କୋଲକତାର ଘରୋଇ ହସପିଟାଲରେ ଆଡମିଟ କରଯାଇଛି । ଗତ ୨ ତାରିଖ ଦିନ ଜିମରେ ବ୍ୟାୟାମ କରୁଥିବା ବେଳେ ଦାଦାଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା ।

ପରେ ତାଙ୍କୁ ଉଡ୍‌ଲ୍ୟାଣ୍ଡ ହସ୍ପିଟାଲର ଭର୍ତ୍ତିି କରାଯାଇଥିଲା । ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ତାଙ୍କ ହାର୍ଟରେ ଆଉ ଦୁଇଟି ବ୍ଳକେଡ୍‌ ରହିଥଥିବା ସୂଚନା ମିଳିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.