Below header
Browsing Tag

south africa won

ଶେଷ ଦିନିକିଆରେ ସମ୍ମାନ ବଞ୍ଚାଇ ପାରିଲାନାହିଁ ଭାରତ, ସମସ୍ତ ଓ୍ଵିକେଟ ହରାଇ ୪ ରନରେ ପରାଜିତ

କେପଟାଉନ : ଶେଷ ବା ତୃତୀୟ ଦିନିକିଆରେ ଭାରତ ତା’ର ସମ୍ମାନ ବଞ୍ଚାଇ ପାରିଲା ନାହିଁ । ସମସ୍ତ ଓ୍ଵିକେଟ ହରାଇ ୪ ରନ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ଠାରୁ ପରାଜୟ ବରଣ କରିଛି ଭାରତ । ଭାରତ ଏକ ସହଜ ବିଜୟ ଲକ୍ଷ୍ୟରେ ଥିବା ବେଳେ ଶେଷରେ ପରାଜୟ ବରଣ କରିଛି । କେପ୍ଟାଉନ୍ରେ ଚାଲିଥିବା ଶେଷ…

ଟେଷ୍ଟ ପରେ ଓ୍ଵାନ ଡେ’ ସିରିଜ କବଜା କଲା ଦକ୍ଷିଣ ଆଫ୍ରିକା

କେନ୍ଯୁଜ୍: ଟେଷ୍ଟ ପରେ ଓ୍ଵାନ ଡେ’ ସିରିଜ କବଜା କଲା ଦକ୍ଷିଣ ଆଫ୍ରିକା । ଦ୍ୱିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ଵିକେଟରେ ଧରାଶାୟୀ । ଫଳରେ ଟେଷ୍ଟ ସିରିଜକୁ ୨-୧ରେ ହାରିବା ପରେ ୩ଟିକିଆ ସିରିଜକୁ ୦-୨ରେ ହାରି ସିରିଜ୍‌ ହାତଛଡ଼ା କରିଛି ଭାରତ । ଦ୍ୱିତୀୟ ଦିନିକିଆରେ ଟସ୍‌ ଜିତି…