Below header
Browsing Tag

south california

ହଠାତ୍‌ ରାସ୍ତାରେ ହେଲା ଟଙ୍କା ବର୍ଷା! ଗାଡ଼ି ଅଟକାଲ ଦୁଇ ହାତରେ ଲୁଟିବାକୁ ଲାଗିଲେ ଲୋକେ; ଏବେ ତୁରନ୍ତ ଫେରାଇବାକୁ…

କେବେ ଆପଣ ଟଙ୍କା ବର୍ଷା ହେବାର ଦେଖିଛନ୍ତି? ବୋଧେ ହୁଏ ନା, କିନ୍ତୁ ଦକ୍ଷିଣ କାଲିଫର୍ନିଆର ରାଜରାସ୍ତାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାରେ ପୁଳା ପୁଳା ନୋଟ୍‌ ଉଡ଼ୁଥିବାର ଦେଖା ଯାଇଛି। ଏକ ଟ୍ରକରୁ ଏହି ନୋଟ୍‌ଗୁଡ଼ିକ ଉଡ଼ି ରାସ୍ତା ଉପରେ ପଡ଼ୁଥିଲା। ଏତେ ସଂଖ୍ୟକ ନୋଟ୍‌ ଉଡ଼ୁଥିଲା…

ପୋଷା କୁକରଙ୍କୁ ରକ୍ଷା କରି ସୋସିଆଲ ମିଡିଆରେ ଭାଇରାଲ ହେଲେ ଯୁବତୀ, ଦେଖନ୍ତୁ

ସୋସିଆଲ ମିଡିଆରେ ଭାଇରାଲ ହେଲା ଆଉ ଏକ ଭିଡିଓ । ଏହି ଭିଡିଓ ଦକ୍ଷିଣ କାଲିଫର୍ଣ୍ଣିଆର । ଏଠାରେ ଜଙ୍ଗଲୀ ଭାଲୁକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । abc7 ରିପୋର୍ଟ ଅନୁଯାୟୀ , ୧୭ ବର୍ଷର Hailey Morinico ନିଜ ପରିବାର ସହ ରୁହନ୍ତି । ଏହି ସମୟରେ ତାଙ୍କ…