Browsing Tag

south- east asia

WHO: ଡେଲଟା ଭାରିଏଣ୍ଟକୁ ନେଇ ସପ୍ତାହ ମଧ୍ୟରେ ୪୦ ଲକ୍ଷରୁ ଅଧିକ ମାମଲା ଚିହ୍ନଟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପୁଣି ଥରେ ଚେତାବନୀ । କରୋନାର ଡେଲଟା ଭାରିଏଣ୍ଟ ପ୍ରକୋପ ୧୩୫ଟି ଦେଶରେ ଦେଖବାକୁ ମିଳିଛି । WHOଦ୍ୱାରା ମହାମାରୀକୁ ନେଇ ଏହି ଅପଡେଟ ଦିଆଯାଇଛି । ଏଥିମଧ୍ୟରୁ ୧୩୨ ଦେଶରେ ବିଟା ସ୍ୱରୁପ ଓ ୮୧ ଦେଶରେ ଗାମା ସ୍ୱରୂପ ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତିତ…