Browsing Tag

south facing home and shops

ବହୁତ ଅଶୁଭ ହୋଇଥାଏ ଦକ୍ଷିଣାଭିମୁଖୀ ଘର କିମ୍ବା ଦୋକାନ, ଜାଣନ୍ତୁ କେମିତି ମିଳିବ ଏହି ବାସ୍ତୁଦୋଷରୁ ମୁକ୍ତି

ବାସ୍ତୁ ଶାସ୍ତ୍ରରେ ଉତ୍ତରମୁଖୀ ଘର କିମ୍ବା ଦୋକାନ ବହୁତ ଶୁଭ ବୋଲି କୁହାଯାଇଛି। ସେହିପରି ଦକ୍ଷିଣାଭିମୁଖୀ ଘର ହେଉ ଅବା ଦୋକାନକୁ ଅଶୁଭ ବୋଲି କୁହାଯାଇଛି। କିନ୍ତୁ ଏମିତି ନିୟମ ସମସ୍ତେ ପାଳନ କରିପାରିବେ, ତାହା ସମ୍ଭବ ହୋଇପାରେ ନାହିଁ। ତେଣୁ ଯେଉଁ ଲୋକଙ୍କ ଘର ଦକ୍ଷିଣାଭିମୁଖୀ ହୋଇଥାଏ,…