Browsing Tag

special flight coming from baharain

ବାହାରିନରୁ ୧୪୨ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭୁବନେଶ୍ୱର ଆସି ପହଞ୍ଚିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ଭୁବନେଶ୍ୱର: ବାହାରିନରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭୁବନେଶ୍ୱର ଆସି ପହଞ୍ଚିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ। ବନ୍ଦେ ଭାରତ ମିଶନ ଅଧୀନରେ ଏହି ବିମାନ ଭାୟା ଦିଲ୍ଲୀ ଦେଇ ଭୁବନେଶ୍ୱରରେ ଆସି ପହଞ୍ଚିଛି । ଏଆଇ ୦୯୪୦ ନମ୍ବର ଥିବା ବିମାନ ଗତକାଲି ଅପରାହ୍‌ଣ ୧ଟା୫ରେ ବାହାରିନ ଅନ୍ତର୍ଜାତୀୟ…