Below header
Browsing Tag

special video

ମାଧୁରୀ ଦୀକ୍ଷିତ ମହାଶିବରାତ୍ରୀରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଲେ ଶୁଭେଚ୍ଛା, ଭାଇରାଲ ହେଉଛି…

ମହାଶିବରାତ୍ରୀ ଭଗବାନ ଶିବଙ୍କର ସବୁଠାରୁ ବଡ ରାତି ଭାବରେ ଜଣାଶୁଣା । ଏଥର ମହାଶିବରାତ୍ରୀର ପର୍ବ ଆଜି ପାଳନ କରାଯାଉଛି । ଏହି ଦିନ ପ୍ରତ୍ୟେକ ଭକ୍ତ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରାର୍ଥନା କରନ୍ତି । ବି-ଟାଉନ୍ ଡିଭା ମାଧୁରୀ ଦୀକ୍ଷିତ ଯିଏ ମହାଦେବ ଭକ୍ତ ଏବଂ ମହାଦେବଙ୍କୁ ଖୁସି…

ବିଲେଇ ନିଜେ ଘରେ ଦେଲା ସେନା ତାଲିମ, ଭାଇରାଲ ହେଉଛି ଏହି ସୁନ୍ଦର ଭିଡିଓ

ସୋସିଆଲ ମିଡିଆରେ ବର୍ତ୍ତମାନ ଅନେକ ଫନି ଭିଡ଼ିଓ ଭାଇରାଲ ହେବାକୁ ଲାଗୁଛି। ଠିକ୍ ସେମିତି ଆଉ ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି, ଯାହାକୁ ଆପଣ ଦେଖିଲେ ହସିବାକୁ ଲାଗିବେ। ଏକ ବିଲେଇର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ, ବିଲେଇ ଜଣେ ଶୈନିକଙ୍କ ପରି ତାଲିମ ନେଉଥିବାର ନଜର ଆସିଛି। ଭିଡିଓଟି…