Browsing Tag

spectacle

ଚଷମା ଲେନ୍ସକୁ ସଫା କରିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ, ଚମକିବ ଆପଣଙ୍କ ଗ୍ଲାସ

ଅନେକ ଲୋକ ଏବେ ଆଖି ସମସ୍ୟା ଦେଖା ଦେଲାଣି। ଏମିତିରେ ଡାକ୍ତରଙ୍କଠୁ ପରାମର୍ଶ ନେଇ ଅନେକ ଚଷମା ବ୍ୟବହାର କରନ୍ତି। ରିପୋର୍ଟ ମୁତାବିକ ୨୦୨୦ରେ ଭାରତରେ ପାଖାପାଖି ୭.୯ କୋଟି ଲୋକଙ୍କ ଆଖିରେ ଦୃଷ୍ଟି ଶକ୍ତି କ୍ଷମତା କମିଯାଇଛି। ତେଣୁ ସେମାନେ ଚଷମା ପିନ୍ଧିବାକୁ ବାଧ୍ୟ ହେଉଛନ୍ତି। ଏମିତିରେ…