Below header
Browsing Tag

spirituality story

ହୋଲିରେ ଲଗାନ୍ତୁ ତୁଳସୀ ଗଛ, ଘରେ ଭରି ଯିବ ସୁଖ ସମୃଦ୍ଧି

ହୋଲିର ପର୍ବ ସାରା ଦେଶରେ ପାଳନ କରାଯାଏ । ହୋଲି ପର୍ବ କେବଳ ଲୋକଙ୍କ ଘରେ ନୁହେଁ ମନ୍ଦିରରେ ମଧ୍ୟ ଏକ ବିଶେଷ ଢଙ୍ଗରେ ପାଳନ କରାଯାଏ । ହୋଲି ଦିନରେ ଏଭଳି କିଛି ବିଶେଷ କାମ ରହିଛି ଯାହାକୁ କରିବା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିଥାଏ । ତେବେ ଆସନ୍ତୁ ଜାଣିବା କଣ କଲେ ଆପଣଙ୍କ ଘରେ…

ବାବା ଯୋଗେଶ୍ୱର ପୀଠରେ ମକର ମେଳା, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଦଶପଲ୍ଲା ପଶ୍ଚିମା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ହେଉଛି ବାବା ଯୋଗେଶ୍ୱର ପୀଠ । ଯାହାକି ଦଶପଲ୍ଲା ବ୍ଲକର ବାଣୀଗୋଛା ଠାରେ ଅବସ୍ଥିତ। ଏହି ପୀଠରେ ଧୁମ୍ ଧାମର ସହିତ ପାଳିତ ହୋଇଯାଇଛି ମକର ସଂକ୍ରାନ୍ତି । ଶିବଙ୍କ ଏହି ପ୍ରସିଦ୍ଧ ପୀଠରେ ଲୋକମାନେ ଭକ୍ତି ଓ ଆରାଧନାର ସହିତ ପୂଜା ପାଳନ କରିଛନ୍ତି…

ରାବଣ ମୃତ୍ୟୁ ପଛର କାରଣ ଏହି ସମସ୍ତଙ୍କ ଅଭିଶାପ, ଜାଣନ୍ତୁ ସଂପୂର୍ଣ୍ଣ କାହାଣୀ

ଆମେ ସମସ୍ତେ ଜାଣିଛେ, ରାବଣ ବଧ ଭଗବାନ ରାମ କରିଥିଲେ। କିନ୍ତୁ ବହୁତ କମ୍‌ ଲୋକ ଜାଣନ୍ତି କି, ରାବଣର ମୃତ୍ୟୁ କାରଣ ପଛରେ ଅନେକଙ୍କର ଅଭିଶାପ ରହିଥିଲା। ରାବଣ ନିଜ ଜୀବନରେ ଏମିତି କିଛି କର୍ମ କରିଥିଲା, ଯେଉଁଥିପାଇଁ ତାଙ୍କୁ ଏମିତି ଅଭିଶାପ ମିଳିଥିଲା। ଯାହା ପାଇଁ ରାବଣ କୂଳ ବିନାଶ…