ଦିଲ୍ଲୀକୁ ଧୂଳି ଚଟାଇଲା ହାଇଦ୍ରାବାଦ, ଜିତିବା ପରେ ଡେଭିଡ୍ ଓ୍ଵାର୍ଣ୍ଣର କହିଲେ-ଏବେ ୩୬୦ ଖେଳିବାକୁ ପଡ଼ିବ
ନିଜ ଜନ୍ମ ଦିନରେ ସନ୍ରାଇଜର୍ସ ହାଇଦ୍ରାବାଦର କ୍ୟାପଟେନ୍ ଡେଭିଡ୍ ଓ୍ଵାର୍ଣ୍ଣର ଶାନ୍ଦାର ପ୍ରଦର୍ଶନ କରି ହାଇଦ୍ରାବାଦକୁ ବିଜୟୀ କରିଛନ୍ତି। ଓ୍ଵାର୍ଣ୍ଣରଙ୍କ ବ୍ୟାଟିଂ ସାମ୍ନାରେ ଦିଲ୍ଲୀକୁ ନତମସ୍ତକ ହେବାକୁ ପଡ଼ିଛି। ଜିତିବା ପରେ ଓ୍ଵାର୍ଣ୍ଣର ମ୍ୟାଚ୍କୁ ନେଇ ଆଲୋଚନା କରିଛନ୍ତି।…