Browsing Tag

srijagannath

ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ (କେ ନ୍ୟୁଜ୍‌) : ଆଜି ପବିତ୍ର ମାଘ ମାସ ପୂର୍ଣ୍ଣମୀ ତିଥି । ଏହି ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଲାଗିଛି । ଆଜି ଶ୍ରୀଜୀଉ ଗଜ ଉଦ୍ଧାରଣ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ଅପରାହ୍ନରେ ଏହି ବେଶ ଅନୁଷ୍ଠିତ ହେବ । ପୁରାଣରେ ବର୍ଣ୍ଣନା ଅନୁଯାୟୀ ଏକ ହତୀ ପାଣି ପିଇବାକୁ…