Below header
Browsing Tag

srilanka cricket

ଶ୍ରୀଲଙ୍କାର କ୍ରିକେଟର ଲାହିରୁ ଥିରିମାନେ ଦୁର୍ଘଟଣାର ଶିକାର, ମ୍ୟାଚ ଖେଳି ଫେରୁଥିବା ବେଳେ ଧକ୍କା ହେଲା କାର୍‌

ଶ୍ରୀଲଙ୍କା ଟିମର ପୂର୍ବତନ ଅଧିନାୟକ ଲାହିରୁ ଥିରିମାନେ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଶ୍ରୀଲଙ୍କାର ଅନୁରାଧାପୁରାରେ ଥିରାପନେତ୍ର ଅଞ୍ଚଳରେ ମିନି ଟ୍ରକ ସହିତ ଥିରିମାନେଙ୍କ କାର ଧକ୍କା ହେବା ଯୋଗୁଁ କାରର ଉପର ଉଡିଯାଇଥିଲା । ଦୁର୍ଘଟଣା ପରେ ଥିରିମାନେଙ୍କୁ ତୁରନ୍ତ ସ୍ଥାନୀୟ…

ଆଇସିସି ସଦସ୍ୟତା ପଦରୁ ନିଲମ୍ବିତ ହେବା ପରେ ମଧ୍ୟ ଖେଳିପାରିବ ଶ୍ରୀଲଙ୍କା ଟିମ୍‌, ଶ୍ରୀଲଙ୍କାରେ ହେବନି ଅଣ୍ଡର-୧୯…

ଆଇସିସି ସଦସ୍ୟତା ପଦରୁ ଶ୍ରୀଲଙ୍କାକୁ ନିଲମ୍ବିତ କରିବା ପରେ ଶ୍ରୀଲଙ୍କା ଟିମ୍‌ ଅର୍ନ୍ତରାଷ୍ଟ୍ରୀୟ ଆୟୋଜନରେ ଭାଗ ନେଇପାରିବ । ଶ୍ରୀଲଙ୍କା ଦିନିକିଆ ସିରିଜ ଏବଂ ଆଇସିସ ପ୍ରତିଯୋଗିତାରେ ଭାଗ ନେଇପାରିବ । ଏହାସହିତ ଆଇସିସି ଅଣ୍ଡର-୧୯ ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୪ର ଭେନ୍ୟୁ ବଦଳି ଦକ୍ଷିଣ…

ଖେଳାଳିଙ୍କ ସନ୍ନ୍ୟାସ ଯୋଗୁ ଚିନ୍ତାରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ, ଜାରି କଲା ନୂଆ ନିୟମ

ଜଣକ ପରେ ଜଣେ କ୍ରିକେଟରଙ୍କ ସନ୍ନ୍ୟାସ ଯୋଗୁ ଚିନ୍ତାରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ। ଏବେ ବୋର୍ଡ ଏ ସମ୍ପର୍କରେ ଏକ ନୂଆ ନିୟମ ଲାଗୁ କରିଛି। ଏବେ ଶ୍ରୀଲଙ୍କାରେ ଖେଳାଳିଙ୍କୁ ଅବସର ନେବାର ୩ ମାସ ପୂର୍ବରୁ ନୋଟିସ୍‌ ଦେବାକୁ ପଡ଼ିବ। ଏଥିସହ ସେମାନଙ୍କୁ ଅନାପତ୍ତି ପ୍ରମାଣ ପତ୍ର (ଏନ୍‌ଓସି)…