୧୦୦୦ କୋଟି ଟଙ୍କାରେ ନିର୍ମିତ ରାଜମୋୖଲିଙ୍କ ଫିଲ୍ମରେ ଏଣ୍ଟ୍ରି କରିବେ କି ଅମୀର ଖାନ? କରିଲେ ସିକ୍ରେଟ ମିଟିଂ
ଲାଲ ସିଂ ଚଢା ଫିଲ୍ମ ଫ୍ଲପ୍ ହେବା ପରଠାରୁ ଅମୀର ଖାନ୍ ବଡ ପରଦାରୁ ଦୂରରେ ଅଛନ୍ତି । ସେ ଏପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍ କରିନାହାଁନ୍ତି । କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ଅମୀର ଖାନ ଭେଟେରାନ ନିର୍ଦ୍ଦେଶକ ଏସ.ଏସ୍ ରାଜାମୋୖଲିଙ୍କ ପରବର୍ତ୍ତୀ ଫିଲ୍ମର ଅଂଶ ହୋଇପାରନ୍ତି ।…