Below header
Browsing Tag

start from 28 september

ନୂଆ ଉତ୍ସାହର ସହିତ ଅମିତାଭ ଆରମ୍ଭ କରିବେ ଶୋ, ୨୮ ସେପ୍ଟେମ୍ବରରୁ କୌନ ବନେଗା କରୋଡପତି

ମେଗାଷ୍ଟାର ଅମିତାଭ ବଚ୍ଚନ ଦୁଇ ଦଶକରୁ କୌନ ବନେଗା କରୋଡପତି(କେବିସି)ର ମଙ୍ଗ ସମ୍ଭାଳୁଛନ୍ତି। ଏହି ଶୋ ଟିଆରପି ଲିଷ୍ଟରେ ମଧ୍ୟ ଟପ୍‌ରେ ରହିଛି। ଏବେ ଖୁବଶୀଘ୍ର ଶୋ’ର ୧୨ ସିଜିନ ଆରମ୍ଭ ହେବାକୁ ଯାଉଛି। ଏବେ ଶୋ କେବେ ଠାରୁ ଅଫିସିଆଲ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୨୮ ତାରିଖରୁ ଶୋ ଆରମ୍ଭ…