ଛାତିରେ ଜଳାପୋଡ଼ା ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ପେଟରେ କର୍କଟ ରୋଗ
ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ରୋଗ ଦେଖା ଦେଉଛି । କିଛି ରୋଗ ହେବା ମାତ୍ରେ ଶରୀର ଦୁର୍ବଳ ହୋଇଯାଏ ଏବଂ କୌଣସି କାର୍ଯ୍ୟ କରିବା ପାଇଁ ମନ ଲାଗି ନଥାଏ । ଆପଣମାନେ ଜାଣିଛନ୍ତି କି, ମଣିଷକୁ ରୋଗ କାହିଁକି ହୋଇଥାଏ । ପ୍ରଥମତଃ ଖାଦ୍ୟପେୟର ଅଭାବ ହେଲେ, ଋତୁ ପରିବର୍ତ୍ତନ ହେଲେ ଏବଂ…