ବିନା ଅପରେସନରେ କିଭଳି ଦୂର କରିବେ ଷ୍ଟୋନ ସମସ୍ୟା, କରନ୍ତୁ ଏପରି ଉପଚାର
ବର୍ତ୍ତମାନ ସମୟର ଖାଦ୍ୟପେୟ ଯୋଗୁଁ ଶରୀରକୁ ଅନେକ ରୋଗ ଗ୍ରାସ କଲାଣି। ଏଥିପାଇଁ ଆମକୁ ଅନେକ ଅସୁବିଧା ମଧ୍ୟ ଭୋଗ କରିବାକୁ ପଡୁଛି। ଏଥିପାଇଁ ଗ୍ୟାସ, ମୁଣ୍ଡ ବ୍ୟଥା, ଅଣ୍ଟା ଦରଜ, କୋଷ୍ଠକାଠିନ୍ୟ, ଷ୍ଟୋନ ଭଳି ସମସ୍ୟା ଦେଖିବାକୁ ମିଳୁଛି। କିନ୍ତୁ ଏମାନଙ୍କ ମଧ୍ୟରେ ଷ୍ଟୋନ ସମସ୍ୟା ବେଶୀ କଷ୍ଟ…