ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ଷ୍ଟ୍ରବେରୀ ଫଳାଇଛନ୍ତି ଚାଷୀ, ମିଳୁଛି ଲାଭ ହିଁ ଲାଭ
କୁନି କୁନି ଗଛରେ ଫଳିଛି ପେନ୍ଥା ପେନ୍ଥା ଷ୍ଟ୍ରବେରୀ । ଉପାନ୍ତ ଅଞ୍ଚଳରେ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରୁଛି ଷ୍ଟ୍ରବେରୀ । କ୍ଷେତରେ ଫଳିଥିବା ଫଳକୁ ଦେଖି ଆନନ୍ଦ ଉପଭୋଗ କରୁଛନ୍ତି ଲୋକେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ ବଡ଼କୁମାରୀର ଜ୍ୟୋତିର୍ମୟଙ୍କ କ୍ଷେତରେ ଫଳିଛି…