୮୦ ଲକ୍ଷ ଟଙ୍କା ଖର୍ଚ୍ଚରେ ହୋଇଥିଲା ଆଲୋକୀକରଣ ବ୍ୟବସ୍ଥା, କିନ୍ତୁ ଅନ୍ଧାରରେ କଟୁଛି ଲୋକଙ୍କ ଜୀବନ
ରାଜକନିକା: କାମରେ ଆସୁନି ଷ୍ଟ୍ରିଟ ଲାଇଟ । ୩ ବର୍ଷ ତଳେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ହୋଇଥିଲା ପଥପାର୍ଶ୍ଵ ଆଲୋକୀକରଣ ବ୍ୟବସ୍ଥା । ଏବେ ଅବସ୍ଥା ଏମିତି ଯେ,କେଉଁଠି ଷ୍ଟ୍ରିଟ ଲାଇଟ ଭାଙ୍ଗି ଗଲାଣି ତ ଆଉ କେଉଁଠି ଖୁଣ୍ଟ ଅଛି ଷ୍ଟ୍ରିଟ ଲାଇଟ ନାହିଁ । ୬ ମାସ ଆଲୋକୀକରଣ ହେବା ପରେ ଆଜକୁ ୨…