ହଷ୍ଟେଲରେ ପଖାଳ ଖାଇ ୨୨ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
କେନ୍ଦୁଝର : ହଷ୍ଟେଲରେ ପଖାଳ ଖାଇ ୨୨ ଛାତ୍ରୀ ଅସୁସ୍ଥ l କେନ୍ଦୁଝର ତେଲକୋଇ ବ୍ଲକ ପିଟାନାଳୀ ଆଦର୍ଶ ବିଦ୍ୟାଳୟରେ ଥିବା ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ହଷ୍ଟେଲ ୱାର୍ଡେନଙ୍କ କହିବା ଅନୁଯାୟୀ, ପ୍ରତିଦିନ ସକାଳେ ପିଲାମାନେ ସୁଜି…