Browsing Tag

students drowned

ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, କୁଆଖାଇରେ ବୁଡ଼ି ୨ ଛାତ୍ର ମୃତ

ଭୁବନେଶ୍ବର : ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ କୁଆଖାଇରେ ବୁଡ଼ି ୨ ଛାତ୍ର ମୃତ । ଭୁବନେଶ୍ବର ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀରେ ଅଭାବନୀୟ ଘଟଣା ଘଟିଛି । ୨ ଛାତ୍ରଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମବାହିନୀ । ଛାତ୍ର ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି…

ମହାନଦୀରେ ବୁଡିଗଲେ ୨ ଛାତ୍ର , ଆଉ ଜଣଙ୍କ ମୃତଦେହ ଉଦ୍ଧାର

କଟକ : ମିଳିଲା ଆଉ ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ।  ନିଖୋଜ ମନୋରଞ୍ଜନଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।  କାଲି ରାତିରେ ଜଣେ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଥିଲା । ସୂଚନା ଅନୁସାରେ ଜଗତପୁର ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୧ ଜଣ ଛାତ୍ର ସାହିତ୍ୟ…

ପୋଖରୀରେ ବୁଡ଼ି ଦୁଇ ନାବାଳକ ମୃତ

ଭଦ୍ରକ (କେନ୍ୟୁଜ): ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଛାତ୍ର । ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା କୁରିଗାଁ ନାଉରିଗଡ଼ିଆ ଗାଁର ଘଟିଛି ଏଭଳି ଅଘଟଣ । ମୃତ ଦୁଇ ନାବାଳକ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ । ଖବର ଅନୁଯାୟୀ , ଭଦ୍ରକ…

ଦେବୀ ନଦୀରେ ଗାଧୋଇବା ବେଳେ ବୁଡି ଗଲେ ୩ ଛାତ୍ର, ଜଣେ ଉଦ୍ଧାର

ଜଗତସିଂପୁର (କେନ୍ୟୁଜ): ଜଗତସିଂହପୁର ବାଲିକୁଦା ବ୍ଲକ ମାଛଗାଁ ଦେବୀ ନଦୀରେ ଅଘଟଣ । ୪ ସାଙ୍ଗ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ । ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା ବେଳେ ଏବେ ବି ୨ ଜଣ ନିଖୋଜ ଅଛନ୍ତି। ୪ ଛାତ୍ର ଭୁବନେଶ୍ୱର ସତ୍ୟନଗର ସ୍ଥିତ ଏକ କଲେଜରେ ପାଠ ପଢୁଥିବା ସୂଚନା ରହିଛି।…