Below header
Browsing Tag

sub collector Prashant Raut

୫ ଦିନିଆ ରିମାଣ୍ଡରେ ଯିବେ କୋଟିପତି ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ, ଅନୁମତି ଦେଲେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ…

କଟକ (କେନ୍ୟୁଜ): ୫ ଦିନିଆ ଭିଜିଲାନ୍ସ ରିମାଣ୍ଡରେ କୋଟିପତି ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ। କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା ହେବେ ପ୍ରଶାନ୍ତ। ୫ ଦିନିଆ ଭିଜିଲାନ୍ସ ରିମାଣ୍ଡକୁ ଅନୁମତି ଦେଇଛନ୍ତି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ। ଗତକାଲି ପ୍ରଶାନ୍ତ…

ବିଦା ହେଲେ ଲାଞ୍ଚୁଆ ଉପଜିଲ୍ଲାପାଳ, ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ନବରଙ୍ଗପୁର (କେନ୍ୟୁଜ): ଦୁର୍ନୀତି ଅଭିଯୋଗରେ ଚାକିରିରୁ ବିଦା ହେଲେ ନବରଙ୍ଗପୁରର ଲାଞ୍ଚୁଆ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ନିକଟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ…