ଡିଆରଆଇ ତରଫରୁ ବର୍ତ୍ତମାନ ସୁଦ୍ଧା କାଶ୍ମୀର ଅଖନୋର ସେକ୍ଟରରୁ ୧୦୫ କୋଟି ଟଙ୍କାର ହେରୋଇନ୍ ଜବତ : ଦେବୀପ୍ରସାଦ ଦାସ
ଦିଲ୍ଲୀ(କେନ୍ଯୁଜ୍) : ଡିରେକ୍ଟର ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସର ଡିଜି ଓଡ଼ିଆ ଅଫିସର ଦେବୀପ୍ରସାଦ ଦାସଙ୍କ କୃତିତ୍ୱ । ଭାରତୀୟ ସେନାର ମିଳିତ ସହଯୋଗରେ ଡିଆରଆଇ ତରଫରୁ ବର୍ତ୍ତମାନ ସୁଦ୍ଧା କାଶ୍ମୀର ଅଖନୋର ସେକ୍ଟରରୁ ୧୦୫ କୋଟି ଟଙ୍କାର ହେରୋଇନ୍ ଜବତ ହୋଇଛି । ଏହା ସହ ଗୋଟିଏ ଏକେ-୫୬…