Browsing Tag

sugarcane farmer

ଆଖୁଚାଷୀଙ୍କୁ ମୋଦି ସରକାର ଦେଲେ ଉପହାର, କ୍ୱିଣ୍ଟାଲ ପ୍ରତି ୩୧୫ ଟଙ୍କାରେ ହେବ ବିକ୍ରି

ଆଖୁ ଚାଷୀଙ୍କୁ ବଡ ଉପହାର ଦେଇଛନ୍ତି ମୋଦି ସରକାର । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ୨୦୨୩-୨୪ ପାଇଁ ଆଖୁ କ୍ୱିଣ୍ଟାଲ ୩୧୫ ଟଙ୍କାରେ ବିକ୍ରି ହେବ ବୋଲି ନିର୍ଦ୍ଧାରିତ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । କ୍ୟାବିନେଟ ୨୦୨୩ –୨୪ ପାଇଁ ଆଖୁ କ୍ୱିଣ୍ଟାଲ…

ଯାହାର ଅଛି ଆଖୁ ଚାଷ ତାହାର ନାହିଁ ବନ୍ଧୁ ବାସ, ତଥାପି ଭଦ୍ରକ ଜିଲ୍ଲାରେ ଆଖୁ ଚାଷ ପ୍ରତି ବିମୁଖ କାହିଁକି ଚାଷୀ ?

ଭଦ୍ରକ (କେନ୍ୟୁଜ୍) : ଦିନ ଥିଲା ଚାଷ ଜମି ସବୁ ହସୁଥିଲା ଆଖୁ ଫସଲରେ । ସେଥିଲାଗି ସମଗ୍ର ଉପକୂଳ ଓଡିଶାରେ ଆଖୁଚାଷ ପାଇଁ ଖୁବ୍ ନାଁ କରିଥିଲା ଭଦ୍ରକ ଜିଲ୍ଲା। ଧାମନଗର, ତିହିଡି ବ୍ଲକ ଅଞ୍ଚଳରେ ପ୍ରଚୁର ପରିମାଣରେ ଆଖୁଚାଷ କରାଯାଉଥିଲା। ଭଣ୍ଡାରିପୋଖରୀ ଓ ବନ୍ତ ଅଞ୍ଚଳ ମଧ୍ୟ କେତେକ ସ୍ଥାନରେ…