ବାପ ଘରକୁ ଯିବାକୁ ମନା କରିଦେଲେ ସ୍ୱାମୀ, ରାଗରେ ଦୁଇ ପିଲାକୁ ଧରି ଫାଶୀରେ ଝୁଲି ପଡିଲା ସ୍ତ୍ରୀ
ନୂଆଦିଲ୍ଲୀ : ବାପ ଘରକୁ ଯିବାକୁ ମନା କରିଦେଲେ ସ୍ୱାମୀ। ଏହାକୁ ସହଜରେ ଗ୍ରହଣ କରିପାରିଲେନି ସ୍ତ୍ରୀ। ଶେଷରେ ଜୀବନକୁ କରିଦେଲେ ଶେଷ। ଏଭଳି ଅଭାବନୀୟ ଘଟଣା ଘଟିଛି ପଶ୍ଚିମ ଦିଲ୍ଲୀର ଶକୁରପୁର ଅଞ୍ଚଳରେ। ବାପ ଘରକୁ ଯିବାକୁ ସ୍ବାମୀ ମନାକରିବାରୁ ମହିଳା ଜଣକ ପ୍ରଥମେ ନିଜର ୨ ଛୁଆଙ୍କୁ ଫାଶୀରେ…