Below header
Browsing Tag

Sulaimon Runsewe

ମୈଦାନରେ ବ୍ୟାଟିଙ୍ଗ୍ କରୁଥିବା ସମୟରେ ବ୍ୟାଟ୍ ଛାଡି ଦୌଡିଲେ ନାଇଜେରିଆର ଏହି ଖେଳାଳି, ଦେଖନ୍ତୁ ଭିଡିଓ ଜାଣିପାରିବେ…

ଆବୁଧାବୀ ରେ ଖେଳା ଯାଉଥିବା ଟି-୨୦ ୱାଲ୍ଡ କପ୍ କ୍ବାଲିଫାୟାର ମ୍ୟାଚ୍ ସମୟରେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖି ସଭିଏଁ ହସିହସି ଗଡିଯାଇଥିଲେ । ସୋମବାର ଖେଳା ଯାଉଥିବା ମ୍ୟାଚରେ କାନାଡା ଏବଂ ନାଇଜେରିଆ ଟିମ୍ ମୁହାଁମୁହିଁ ହୋଇଥିଲେ । ମ୍ୟାଚରେ ଟିମ୍ ନାଇଜେରିଆ ବ୍ୟାଟିଙ୍ଗ୍…