Below header
Browsing Tag

sun set

ଦୁନିଆର ଏହି ସ୍ଥାନ ଗୁଡିକରେ ସୂର୍ଯ୍ୟଙ୍କ ଯିବା କମ, ରହିବା ବେଶୀ

ପ୍ରକୃତିର ନିୟମ ହେଉଛି ଦିନ ପରେ ରାତି, ରାତି ପରେ ଦିନ । ଏହିଭଲି ଭାବରେ ଚାଲିଥାଏ ପ୍ରକ୍ରିୟା । କିନ୍ତୁ ଏହାର ବ୍ୟତିକ୍ରମ ବି ଦେଖାଯାଇଛି କିଛି କିଛି ସ୍ଥାନମାନଙ୍କରେ । ଯାହା ହୁଏତ ଆପଣ ବିଶ୍ୱାସ କରିବି ନପାରନ୍ତି । ଆଉ କହିପାରନ୍ତି ଦିନରାତିରେ ବ୍ୟତିକ୍ରମ କେମିତି । ତାହା ତ ଅସମ୍ଭବ ।…

ଗୋଟିଏ ଦେଶ ଦୁଇଟି ସହର : ଗୋଟିଏରେ ସୂର୍ଯ୍ୟୋଦୟ ହୁଏନି ଆଉ ଅନ୍ୟଟିରେ ହୁଏନି ସୂର୍ଯ୍ୟାସ୍ତ

ଅନ୍ଧାରରେ ରହିବାକୁ କିଏ ବା ପସନ୍ଦ କରେ । ତେଣୁ ଆମେ ସମସ୍ତେ ଏକଥା ଦିନେ ନା ଦିନେ  ନିଶ୍ଚିତ ଭାବରେ ଚିନ୍ତା କରିଥାଉ ଯେ ସୂର୍ଯ୍ୟାସ୍ତ ହୋଇ ନଥିଲେ କେତେ ଭଲ ହୋଇଥାନ୍ତା । କିନ୍ତୁ ସୂର୍ଯ୍ୟ  ଆଗରେ କାହାର ଚାଲେ । ନିଜ ଇଛାରେ ଉଦୟ ହୋଇଥାଏ ଆଉ ଅସ୍ତ ବି । କିନ୍ତୁ ବିଶ୍ବରେ ଏମିତି କିଛି…