ସାତକୋଶିଆରୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ, ନେବାକୁ ଆସିବ ସ୍ୱତନ୍ତ୍ର ଗାଡି ଓ ଟେକ୍ନିକାଲ୍…
ଅନୁଗୁଳ: ମାର୍ଚ୍ଚରେ ସୁନ୍ଦରୀର ଘର ବାହୁଡ଼ା। ସାତକୋଶିଆରୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ। ମାର୍ଚ୍ଚ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ବାଘୁଣୀକୁ ରିୱାଇଲଡିଂ ସେଣ୍ଟରକୁ ପଠାଇବାର ବନ୍ଦୋବସ୍ତ କରାଯାଉଛି। ଏନେଇ କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୁପକ୍ଷଙ୍କ…