ଓଡିଆ ପାଇଲଟ ଫ୍ଲାଇଟ ଲେଫ୍ଟନାଣ୍ଟ ସୁନିତ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ
ଭୁବନେଶ୍ବର (କେନ୍ୟୁଜ୍) : ଓଡିଆ ପାଇଲଟ ଫ୍ଲାଇଟ ଲେଫ୍ଟନାଣ୍ଟ ସୁନିତ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାରେ ଗତକାଲି ଦିଲ୍ଲୀ କ୍ୟାଣ୍ଟନ ମେଣ୍ଟର ବ୍ରାର ସ୍କୋୟାର କ୍ରିମେସନ ଗ୍ରାଉଣ୍ଡରେ ଶେଷକୃତ୍ୟ ସଂପନ୍ନ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ,…