Below header

ସୁନୀତଙ୍କ ଫେରିବା ବାଟକୁ ଅନାଇ ଗାଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି ପରିବାର ଲୋକ

ଗଞ୍ଜାମ(କେନ୍ୟୁଜ୍): AN-32 ବିମାନରେ ଥିବା ୧୩ ଜଣଙ୍କ ମଧ୍ୟରେ ଥିଲେ ଜଣେ ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତି । ତାଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ବଳିଆପଲ୍ଲୀ ଗାଁରେ । ୨୦୧୨ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ସୁନୀତ । ନିଖୋଜ ବିମାନର ଭଗ୍ନାବଶେଷ ଠାବ ହେବା ସୂଚନା ପାଇବା ପରେ ସମ୍ପର୍କୀୟମାନେ ଆଶା ଆଶଙ୍କାର ରହିଛନ୍ତି। ସୁନୀତଙ୍କ ଫେରିବା ବାଟକୁ ଅନାଇ ରହିବା ସହ ଗାଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି ଗାଁ ଓ ପରିବାର ଲୋକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.