Below header
Browsing Tag

super cyclone 1999

ଆଜିର ଦିନରେ ଓଡ଼ିଶା ଦେଖିଥିଲା ମହାବାତ୍ୟାର କରାଳ ରୂପ, ଦେଇ ଯାଇଥିଲା ଗଭୀର ଯନ୍ତ୍ରଣା

କେନ୍ୟୁଜ୍(ବ୍ୟୁରୋ): ୧୯୯୯ ମହାବାତ୍ୟା। ଭାବିଦେଲେ ଲୋମ ଟାଙ୍କୁରି ଉଠେ। ଆଜିର ଦିନରେ ଓଡ଼ିଶା ଭୋଗିଥିଲା ପ୍ରକୃତିର ଦଣ୍ଡ। ସେବେଠାରୁ  ମନରୁ ଲିଭିନି ୧୧୯୯ ମହାବାତ୍ୟାର କାରଳ ରୂପ।ଏହାରି  ଭିତରେ ବିତି ଯାଇଛି ୨୩ ବର୍ଷ । ଆଜି ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରୁଛି…

ମହାବାତ୍ୟାକୁ ୨୩ ବର୍ଷ, ପ୍ରାକୃତିକ ବିପର୍ଯ୍ୟୟ ଆଉ ଡରାଇ ପାରୁନି ଓଡ଼ିଶାବାସୀଙ୍କୁ !

କେନ୍ଦ୍ରାପଡ଼ା (କେନ୍ୟୁଜ୍‌) : ସୁଖକୁ ହୁଏତ ଭୁଲି ହୋଇଯିବ କିନ୍ତୁ ଦୁଃଖ ଯନ୍ତ୍ରଣାକୁ ମଣିଷ ଭୁଲିବା ସହଜ ନୁହେଁ । ସେଭଳି ଘଟଣା ମନ ଭିତରେ ରହିଯାଏ କାଳ କାଳକୁ । କଥାରେ ଅଛି ପରା ’ଦିନ ଯାଏ ଚିହ୍ନ ରହେ’ । ଠିକ୍‌ ସେମିତି ଆଜି ବି ଅନେକ ଲୋକଙ୍କ ମନରେ ତାଜା ରହିଛି ୧୯୯୯ ମହାବାତ୍ୟାର…