Browsing Tag

Super Thanks

ସବୁଠୁ ଦମ୍‌ଦାର ଫିଚର ଲଞ୍ଚ୍‌ କଲା ୟୁ-ଟ୍ୟୁବ୍‌, ଏବେ କଣ୍ଟେଣ୍ଟ କ୍ରିଏଟର୍ସ କରିପାରିବେ ମୋଟା ଅଙ୍କର ରୋଜଗାର

ଏକ ବଢ଼ିଆ ଫିଚର ଲଞ୍ଚ୍‌ କରିଛି ୟୁ-ଟ୍ୟୁବ୍‌। ଖାସ୍‌ କରି କ୍ରିଏଟର୍ସଙ୍କ ପାଇଁ ଏହି ଫିଚରକୁ ଲଞ୍ଚ୍‌ କରିଛି କମ୍ପାନୀ। ଏହି ଫିଚର ସାହାଯ୍ୟରେ କ୍ରିଏଟର୍ସ ଅଧିକରୁ ଅଧିକ ଲାଭବାନ୍‌ ହୋଇପାରିବେ। ୟୁଟ୍ୟୁବ୍‌ର ଏହି ନୂଆ ଫିଚର ନାଁ ରହିଛି ‘Super Thanks’। ଏହି ନୂଆ ଫିଚର ସାହାଯ୍ୟରେ ୟୁଜର…