Browsing Tag

supervisor

BHEL ରେ ସୁପରଭାଇଜର ପଦବୀ ପାଇଁ କରନ୍ତୁ ଆବେଦନ, ଶେଷ ତାରିଖ ୧୫ ନଭେମ୍ବର

ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡରେ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ଟ୍ରେନି ସୁପରଭାଇଜର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ମାଧ୍ୟମରେ ୭୫ ପଦବୀ ପାଇଁ ନିଯୁକ୍ତି ମିଳିବ । ଆଜିଠାରୁ ରେଜିଷ୍ଟ୍ରେସନ ଲିଙ୍କ ଖୋଲୁଛି । ଆବେଦନ କରିବାର…

ଭୁବନେଶ୍ୱର ଡୁମୁଡୁମାରେ ଠିକାଦାରଙ୍କୁ ଆକ୍ରମଣ, ୨ ଗିରଫ

ଭୁବନେଶ୍ବର(କେନ୍ଯୁଜ୍) : ପୁଣି ଭୁବନେଶ୍ବରରେ ଦୁର୍ବୁତଙ୍କ ଆତଙ୍କ । ଏଥରେ ଠିକାଦାରଙ୍କୁ କଲେ ଆକ୍ରମଣ । ଭୁବନେଶ୍ୱର ଡୁମୁଡୁମାରେ ଠିକାଦାରଙ୍କୁ ଅପହରଣ ଉଦ୍ୟମ କରାଯିବା ସହ ଆକ୍ରମଣ ଅଭିଯୋଗ ହୋଇଛି । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏହା ସହ ଦୁଇଟି କାର…