Browsing Tag

sura routray

ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ, ପୁଣି ଏକ ଗୀତ ଗାଇ ଚର୍ଚ୍ଚାରେ

କେନ୍ୟୁଜ୍(ବ୍ୟୁରୋ):  ଆଉ ଏକ ଗୀତ ଗାଇଲେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ।  ପୂର୍ବରୁ ରଙ୍ଗବତୀ ଏବଂ ସୋନା ବାପା ଗୀତ ଗାଇ ଚର୍ଚ୍ଚାରେ ଥିଲେ ଜଟଣୀ ବିଧାୟକ । କିନ୍ତୁ  ଆଜି ଯେଉଁ ଗୀତଟି  ଗାଇଛନ୍ତି ତାହା ପାଠ ପଢା ଉପରେ ପର୍ଯ୍ୟବେସିତ ବୋଲି ଜଣାପଡିଛି  ।…

ବିଧାନସଭାରେ କିଟ୍ ଓ କିସକୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର:ବିଧାନସଭାରେ କିଟ ଓ କିସକୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ବିଧାନସଭାରେ ପ୍ରଶଂସା କରିଛନ୍ତି ସୁର ରାଉତରାୟ । ସ୍କୁଲର ଭିତ୍ତିଭୁମି ଓ ଶିକ୍ଷକ ଅଭାବ ନେଇ ପ୍ରଶ୍ନକାଳରେ ଆଲୋଚନା ହୋଇଥିଲା । ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର…

ଶ୍ରୀରାମ ଭୂମିକାରେ ସୁର, ରଙ୍ଗବତୀ ରାପର ସଫଳତା ପରେ ନୂଆ ଏକ ଭିଡିଓ ଆଲବମ୍‌ ନେଇ ଆସୁଛନ୍ତି ଜଟଣୀ ବିଧାୟକ

ଖୋର୍ଦ୍ଧା (କେ ନ୍ୟୁଜ୍‌) : ପ୍ରଥମ ରାପ୍‌ ସଙ୍ଗ ହିଟ୍‌ ହେବା ପରେ ଆଉ ଏକ ଭିଡିଓ ଆଲବମ୍‌ ନେଇ ଆସୁଛନ୍ତି ‘ବଜା ତାଳି’ । ମାନେ ସୁର ଭାଇ ଓରଫ ବିଧାୟକ ସୁରେଶ ରାଉତରାୟ । ରାଜ୍ୟର ଲୋକପ୍ରିୟ ବିଧାୟକ ସୁରେଶ ରାଉତରାୟ ଏହି ଗୀତରେ ଅବତୀର୍ଣ୍ଣ ହୋଇଛନ୍ତି ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ । ନିଜର…

ପୁଣି ରାପ୍ ଗାଇଲେ ଜଟଣୀ ବିଧାୟକ ସୁର ରାଉତରାୟ, ଏଥର ରାପରେ ରହିଛି ନିଶା ନିବାରଣ ସଚେତନତା ବାର୍ତ୍ତା

କଟକ(କେନ୍ୟୁଜ୍):  ପୁଣି ଗୀତ ଗାଇଲେ ଜଟଣୀ ବିଧାୟକ ସୁର ରାଉତରାୟ। କଟକର ଏକ ଷ୍ଟୁଡିଓ ରେ ନୁଆ ବର୍ଷ ପାଇଁ ଗାଇଲେ ନୂଆ ଗୀତ। ଏହି ଗୀତରେ ନିଶା ନିବାରଣ ନେଇ ସଚେତନତା ବାର୍ତ୍ତା ରହିଛି ବୋଲି କହିଛନ୍ତି ଗୀତିକାର ତପୁ ନାୟକ ଓ ସଂଗୀତ ନିର୍ଦେଶକ ଜାପାନୀ  । ତେବେ ସୁର ରାଉତରାୟ…

ପ୍ରଥମ ଥର ପାଇଁ ରାପ୍ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ, ମିଲନ ଷ୍ଟଡ଼ିଓରେ ହେଲା ରେକର୍ଡ

କଟକ(କେନ୍ୟୁଜ୍): ପ୍ରଥମ ଥର ପାଇଁ ରାପ  ଗୀତ ଗାଇଲେ ବିଧାୟକ ସୁର ରାଉତରାୟ ।  ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ କରାଯାଇଛି।  ନିଜର ବେଫିକର ଅନ୍ଦାଜ, ବିତର୍କିତ ବୟାନବାଜି,  ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ…

ରୋଗୀ ମରିବା ପରେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ଧାରଣା ଦେଲେ ବିଧାୟକ ସୁର ରାଉତରାୟ, କହିଲେ ସମ୍ ଫେରାଉ ୧୨ ଲକ୍ଷ…

ଭୁବନେଶ୍ବର(କେନ୍ୟୁଜ୍): ସମ୍ ନାମରେ ଚିକିତ୍ସାରେ ଅବହେଳା ଅଭିଯୋଗ। ଜଣେ ଗୁରୁତର ରୋଗୀ ଚିକିତ୍ସା ଅବହେଳାରୁ ମୃତ୍ୟୁ ବରଣ କରିବା ପରେ ଚିକିତ୍ସାରେ ଅବହେଳାର ଅଭିଯୋଗ ଆଣିଛନ୍ତି  ଜଟଣୀ ବିଧାୟକ ସୁର ରଉତରାୟ।  ଜିତେନ୍ଦ୍ର ମହାନ୍ତି ନାମକ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଭୁବନେଶ୍ୱର ସମ୍‌…

ରାଜନୀତିକୁ ଆସିବେ ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଙ୍କ ସାନ ପୁଅ, ବାପାଙ୍କଠାରୁ ମିଳିଲା ଗ୍ରୀନ…

କେନ୍ୟୁଜ୍(ବ୍ୟୁରୋ): ସୁରଙ୍କ ରାଜନୈତିକ ଉତ୍ତରାଧିକାରୀ ବଡ଼ପୁଅ ନୁହେଁ ସାନପୁଅ । ବଡ଼ପୁଅ ସିଦ୍ଧାର୍ଥଙ୍କ ଅପେକ୍ଷା ସାନପୁଅ ମନ୍ମଥଙ୍କ ଉପରେ ସୁରଙ୍କ ଅଧିକ ଭରସା । ଜଟଣୀ ବିଧାୟକ ସୁର ରାଉତରାୟଙ୍କ କମାଣ ସମ୍ଭାଳିବେ ପାଇଲଟ ପୁଅ । ରାଜନୀତିକୁ ଓହ୍ଲାଇଛନ୍ତି ସାନପୁଅ ମନ୍ମଥ । ବଡ ପୁଅ…

ରାଜନୀତିରେ ଏଣ୍ଟ୍ରି କରିବେ ବିଧାୟକ ସୁର ରାଉତରାୟଙ୍କ ପୁଅ, ବାପାଙ୍କ ଗ୍ରୀନ ସିଗନାଲ ପରେ ରାଜନୀତି ମଇଦାନକୁ ଓହ୍ଲାଇବେ…

କେନ୍ୟୁଜ୍(ବ୍ୟୁରୋ): ଆମେରିକାରୁ ଆସିଲେ ଉତ୍ତରାଧିକାରୀ । ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ରାଜନୀତି ମଇଦାନକୁ ଓହ୍ଲାଇବାକୁ ମନ ବଳାଇଛନ୍ତି । ରାଜ୍ୟ କଂଗ୍ରେସ ଭବନରେ ବାପାଙ୍କ ସହ ତାଙ୍କୁ ଦେଖିବାକୁ…

ନିରଞ୍ଜନଙ୍କ ବିରୋଧରେ ମେଳି ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ସୁର ରାଉତରାୟ

ଭୁବନେଶ୍ବର(କେନ୍ୟୁଜ୍): ପିସିସି ପରିବର୍ତ୍ତନ ନେଇ ହୋଇଥିବା ରୁଦ୍ଧଦ୍ୱାର ବୈଠକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କହିଛନ୍ତି, କଂଗ୍ରେସ ଦଳର ଲିଡର ହେଉଛନ୍ତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ପିସିସି ପରିବର୍ତ୍ତନ ନେଇ ସେ ହିଁ କେବଳ…