ପଞ୍ଚଭୂତରେ ଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର,ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ
କେନ୍ୟୁଜ୍(ବ୍ୟୁରୋ): ପଞ୍ଚଭୂତରେ ସୂର୍ଯ୍ୟ ଲୀନ । ଅନ୍ତିମ ବିଦାୟ ନେଲେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଜନ୍ମମାଟି ଓ କର୍ମଭୂମି ଦିଗପହଣ୍ଡିରେ ପାର୍ଥିବ ଶରୀର ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । କାଲିଠାରୁ ଅନାଇ ବସିଥିଲେ ସମ୍ପର୍କୀୟ ଓ ଆତ୍ମୀୟସ୍ବଜନ ।…