Below header
Browsing Tag

suspect dead

ରାତିରେ ସାଥି ହୋଇ ହୋଟେଲ ରୁମରେ ରହିଲେ କିନ୍ତୁ ମଧ୍ୟରାତ୍ରିରେ ଚାଲିଗଲା ଯୁବକଙ୍କ ଜୀବନ

ଭଦ୍ରକ : ହୋଟେଲ ରୁମ ଭିତରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଅଂଚଳର ଏକ ହୋଟେଲରୁ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଭଣ୍ଡାରିପୋଖରୀ ଥାନା ମାଳଦା ପଂଚାୟତ ଜଳହରୀ ଗାଁର ଦେବରାଜ ସାମଲ । ସେ ଆପରନକୁ ଫ୍ୟାନରେ ବାନ୍ଧି ଆତ୍ମହତ୍ୟା…

ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ: ମାଲିକଙ୍କ ଘର ସାମ୍ନାରେ ମୃତଦେହ ରଖି ଧାରଣା ଦେଲେ ପରିବାର

ଭୁବନେଶ୍ବର(କେନ୍ୟୁଜ୍):ମୃତଦେହ ରଖି ଧାରଣା। ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ ପ୍ରତିବାଦରେ ଘର ମାଲିକଙ୍କ ଘର ସାମ୍ନାରେ ମୃତଦେହ ରଖି ଧାରଣା। ମୃତକ ହେଲେ ଶଙ୍କର ମହାରଣା। ଶଙ୍କର ଭୁବନେଶ୍ୱର ନୟାପଲ୍ଲୀ କୃଷ୍ଣ କଲ୍ୟାଣ ନଗର ବସ୍ତିରେ ପରିବାର ସହ ରହୁଥିଲେ। ଗତ ବୁଧବାର ଗାଡି ମାଲିକଙ୍କୁ…

ଗଜପତି: ବଡ଼ଖଣି ଗାଁରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ  

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗ୍ରାମର ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି।  ମୃତକ ବଡ଼ଖଣି ଗ୍ରାମର ମାଳତୀ ନାୟକ(୨୭), ମାଳତୀଙ୍କ ବାପା, ମା’ଙ୍କର କିଛିବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା । ଘରେ ତିନି ଭଉଣୀ ରହୁଥିଲେ।  ଆଜି ମଧ୍ୟାହ୍ନ ସମୟରେ…