Browsing Tag

suspicious bird

ଅଜଣା ପକ୍ଷୀର ପିଠିରୁ ଜବତ ହେଲା ଏହି ସିକ୍ରେଟ କ୍ୟାମେରା, ପୋଲିସ ଦେଖିବା ପରେ ଉଡ଼ିଗଲା ହୋସ

ବିହାର ଶିବହାର ଜିଲ୍ଲାର ଗୋଟେ ଗ୍ରାମରୁ ଏକ ସନ୍ଦିଗ୍ଧ ପକ୍ଷୀ ଉଦ୍ଧାର କରାଯାଇଛି ଯାହାର ପର ମଧ୍ୟରୁ ଏକ କ୍ୟାମେରାକୁ ଜବତ କରାଯାଇଛି । ବନବିଭାଗ ଏବଂ ପୋଲିସ ମିଶି ଏହି ମାମଲାର ତଦନ୍ତ କରୁଛନ୍ତି । ପୋଲିସର ଏକ ଅଧିକାରୀଙ୍କ କହିବା ଅନୁଯାୟୀ ଜବତ କରାଯାଇଥିବା ପକ୍ଷୀଟି ବାଜ ପକ୍ଷୀ…