Browsing Tag

Swapna Abraham

୧୦୦୦ ଦିନରେ ୧୦୦୦ ଗୀତ! ସମସ୍ତଙ୍କୁ ଚମକାଇ ନିଆରା ରେକର୍ଡ କଲେ ଏହି ଭାରତୀୟ ମହିଳା

ସ୍ୱପ୍ନା ଅବ୍ରାହମ୍‌, ବୟସ ୪୮ ବର୍ଷ। ସେ ଭାରତୀୟ, କିନ୍ତୁ ରୁହନ୍ତି ଦୁବାଇରେ। ନିକଟରେ ସ୍ୱପ୍ନା ଓ୍ଵାର୍ଲ୍ଡ ରେକର୍ଡ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। କାରଣ, ସେ ୧୦୦୦ ଦିନରେ ୧୦୦୦ଟି ଗୀତ ଲେଖି, ତାକୁ ଗାଇ ଏବଂ କମ୍ପୋଜ୍‌ କରି ଗୋଲ୍ଡେନ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ରେ ନିଜ…