Browsing Tag

sweden princess joins to treat corona patints

କରୋନା ରୋଗୀଙ୍କ ଚିକିତ୍ସା କରିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଏହି ଦେଶର ରାଜକୁମାରୀ, ଭାଇରାଲ ହେଉଛି ଫଟୋ

କରୋନା କାୟାରେ ଏବେ ପୁରା ବିଶ୍ୱ । ପୃଥିବୀର ୨୧୩ଟି ଦେଶକୁ ଏହି ମାରାତ୍ମକ ଭାଇରସ ନିଜ ଅକ୍ତିଆରକୁ ନେଇ ଗଲାଣି । ଏପରି ଏକ ଦୁଃସ୍ଥିତିରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ ମାନେ ଏବେ କରୋନା ଯୋଦ୍ଧା ପାଲଟିଛନ୍ତି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏପରି ଏକ ସମୟରେ ଜଣେ ରାଜକୁମାରୀ…