Browsing Tag

t-20 series 2020

ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା, ଟି-୨୦ ସିରିଜରୁ ବାଦ୍ ପଡିଲେ ଜାଡେଜା

ଅଷ୍ଟ୍ରେଲିଆ ଠାରୁ ଦିନିକିଆ ସିରିଜ ହାରିବା ପରେ ଟି-୨୦ ସିରିଜ ଜିତିବା ଲକ୍ଷ୍ୟରେ ଥିବା ଭାରତକୁ ବଡ଼ ଝଟକା ଲାଗିଛି । ପ୍ରଥମ ଟି-୨୦ ମ୍ଯାଚ ଟିମ୍ ଇଣ୍ଡିଆ ଜିତିଥିବା ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତଜନିତ କାରଣରୁ ସିରିଜରୁ ବାଦ୍ ପଡିଛନ୍ତି । ବିସିସିଆଇ ଜାଡେଜାଙ୍କ ବଦଳରେ…

ଟି-୨୦: ଅଷ୍ଟ୍ରେଲିଆକୁ ୧୬୨ ରନ୍ ର ଟାର୍ଗେଟ ଦେଲା ଭାରତ, ୧୬୧/୭

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ପ୍ରଥମ ମ୍ଯାଚରେ ଅଷ୍ଟ୍ରେଲିଆକୁ ୧୬୨ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ଭାରତୀୟ ଦଳ ୧୬୧ ରନ୍ କରିଛି। ଭାରତୀୟ ଦଳର ବ୍ଯାଟ୍ସମ୍ଯାନ କେଏଲ ରାହୁଲ ୫୧ ରନ୍ କରିଥିବା ବେଳ ଜାଡେଜା ୪୪ ରନ୍ କରି…

ଦିନିକିଆ ସିରିଜ ହାରିବା ପରେ ଟି-୨୦ ପାଇଁ ପ୍ରସ୍ତୁତିରେ ଅଛି ଟିମ୍ ଇଣ୍ଡିଆ, ସବୁ ମାମଲାରେ ଆଗୁଆ ବିରାଟଙ୍କ ଟିମ୍

ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ହାରିଛି ଭାରତ। ପ୍ରଥମ ଦୁଇଟି ଦିନିକିଆ ହାରିବା ପରେ ଶେଷ ଦିନିକିଆ ୧୩ ରନରେ ବିଜୟୀ ହୋଇଥିଲା। ତେବେ ଦିନିକିଆ ପରେ ଆଜିଠୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ସିରିଜ। ଉଭୟ ଦଳ ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଟି-ଟ୍ୱେଣ୍ଟିରେ ସର୍ବଦା ଭଲ…

ଅଷ୍ଟ୍ରେଲିଆକୁ ଶକ୍ତ ଝଟକା : ତୃତୀୟ ଦିନିକିଆ ଏବଂ T-20 ସିରିଜରୁ ମଧ୍ୟ ପଡିଲେ ବାଦ୍ ଏହି ଖେଳାଳି

ଟିମ୍ ଇଣ୍ଡିଆ ଲଗାତାର ଦୁଇଟି ଦିନିକିଆ ହାରିବା ପରେ ସିରିଜରୁ ବାଦ୍ ପଡିଛି ଇଣ୍ଡିଆ କ୍ରିକେଟ ଟିମ୍। ଏବେ ଟିମ୍ ଅଷ୍ଟ୍ରେଲିଆକୁ ଶକ୍ତ ଝଟକା ଲାଗିଛି। ଅଷ୍ଟ୍ରେଲିଆ ଟିମ୍ ର ବିସ୍ଫୋରକ ବ୍ଯାଟ୍ସମ୍ଯାନ ଡେଭିଡ ୱାର୍ନର ତୃତୀୟ ଦିନିକିଆରୁ ବାଦ୍ ପଡିଛନ୍ତି। ରବିବାର ଚାଲିଥିବା ଦ୍ବିତୀୟ ମ୍ଯାଚରେ…