Browsing Tag

T20 World Cup Semifinals

ଟି୨୦ ବିଶ୍ବକପ୍: ଭାରତ-ଇଂଲଣ୍ଡ ଲଢ଼େଇ, ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ

ଆଜି ଭାରତ-ଇଂଲଣ୍ଡ ଟି୨୦ ବିଶ୍ବକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ । ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ହାରି ନାହିଁ ଭାରତ । ଏପଟେ ଇଂଲଣ୍ଡ ୨ଟି ମ୍ୟାଚରେ ପରାଜୟର ସାମ୍ନା କରିଛି ।  ଅର୍ଥାତ୍ ୨୦୨୨ ବିଶ୍ବକପ ଭଳି ଲୟରେ ନାହିଁ…

ସମ୍ମାନ ବଞ୍ଚାଇବାକୁ ଆଜି ଭାରତ ପାଇଁ ଶେଷ ସୁଯୋଗ, ନଚେତ ସେମିଫାଇନାଲରେ ଖେଳିବା ଆଶାରେ ରହିଯିବ

ଆଜି ଟି-୨୦ ବିଶ୍ୱକପ୍‌ରେ ଭାରତ ଓ ଆଫଗାନିସ୍ତାନ ମୁକାବିଲା । ଗ୍ରୁପ-୨ର ଏହି ମ୍ୟାଚ୍‌ ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ସମ୍ମାନ ବଞ୍ଚାଇବାକୁ ଶେଷ ଉଦ୍ୟମ କରିବ ଭାରତୀୟ ଦଳ। ଟି-୨୦ ବିଶ୍ୱକପ୍‌ର ସୁପର ରାଉଣ୍ଡରେ ନିଜର ତୃତୀୟ ମ୍ୟାଚରେ ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ।…