Browsing Tag

tadasana

ହାଇଟ୍ କମ୍ ପାଇଁ ଲଜ୍ଜିତ ଅନୁଭବ କରୁଛନ୍ତି କି, ତେବେ ଏହି ଯୋଗାସନରୁ ବଢ଼ାନ୍ତୁ ଉଚ୍ଚତା

ତାଡାସନକୁ ମାଉନଟେନ୍ ପୋଜ୍ ମଧ୍ୟ କୁହାଯାଏ। ତାଡାସନ ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା କରାଯାଉଥିବା ପ୍ରାରମ୍ଭିକ ଆସନ ମଧ୍ୟରୁ ଗୋଟିଏ। କାହିଁକିନା ଏହାକୁ କରିବା ବହୁତ ସହଜ, ଏହାସହିତ ଏହାକୁ କରିବା ଦ୍ୱାରା ବହୁତ ସ୍ୱାସ୍ଥ୍ୟ ଲାଭ ମଧ୍ୟ ହୋଇଥାଏ। ତାଡାସନ ଆପଣଙ୍କ ପୂରା ଶରୀରକୁ ଷ୍ଟ୍ରେଚ୍ କରି…