Below header
Browsing Tag

tamato flu in odisha

ଓଡ଼ିଶାରେ ୨୬ ଶିଶୁ ଟମାଟୋ ଫ୍ଲୁରେ ଆକ୍ରାନ୍ତ: ବ୍ରିଟେନ ମେଡିକାଲ ଜର୍ଣ୍ଣାଲ ଲାନସେଟ୍‌ରେ ପ୍ରକାଶ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ, ମଙ୍କିପକ୍ସ ପରେ ଟମାଟୋ ଫ୍ଲୁ ଭୟ। ଗତ ୨ବର୍ଷ ଧରି କରୋନା ମହାମାରୀରୁ ତ୍ରାହି ମିଳିନଥିବା ବେଳେ ଦେଶରେ ନୂଆ ଭାଇରସର ଭୟ ବଢିଛି । ଟମାଟୋ ଫ୍ଲୁ ନେଇ ସତର୍କ କରିଛି ବ୍ରିଟେନର ଲୋକପ୍ରିୟ ସ୍ୱାସ୍ଥ୍ୟ ପତ୍ରିକା ଲାନସେଟ । ଓଡ଼ିଶାରେ ବାହାରିଛି ଟମାଟୋ ଫ୍ଲୁ କେସ୍‌…