ଟାଙ୍ଗୀ ଚାନ୍ଦପୁର ବାଇପାସ୍ରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
ଟାଙ୍ଗୀ: ବସ୍-ଟ୍ରକ ମୁହାଁମୁହିଁ, ଟ୍ରକ ଚାଳକ ମୃତ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଚାନ୍ଦପୁର ବାଇପାସ୍ରେ ଦୁର୍ଘଟଣା । କେରଳର କୁନୁରୁ ଅଞ୍ଚଳରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ବସଟି ଓଡ଼ିଶା ଆସୁଥିଲା ।
ରାସ୍ତା କାମ ଚାଲୁଥିବାରୁ ଉଭୟ ବସ୍ ଓ ଟ୍ରକ୍ ଗୋଟିଏ ରୁଟରେ ଯିବା ଆସିବା କରୁଥିଲେ ।…