Below header
Browsing Tag

Tata Mistry Dispute

ଟାଟା ସନ୍‌ସକୁ ବଡ଼ ଆଶ୍ୱସ୍ତି, ସାଇରସ ମିସ୍ତ୍ରୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଟାଟା ସନ୍‌ସକୁ ବଡ଼ ଆଶ୍ୱସ୍ତି । ସୁପ୍ରିମକୋର୍ଟରେ ସାଇରସ ମିସ୍ତ୍ରୀଙ୍କ ଆବେଦନ ଖାରଜ । ଟାଟା ଓ ସାଇରସ ମିସ୍ତ୍ରୀ ବିବାଦରେ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଦେଶର ସବୁଠୁ ଚର୍ଚ୍ଚିତ କର୍ପୋରେଟ ବିବାଦ ଉପରେ ଆସିଛି ସୁପ୍ରିମ ରାୟ । ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ,…