Browsing Tag

tata punch micro suv

ଫେଷ୍ଟିଭ ସିଜିନ୍‌ ରେ ଲଞ୍ଚ ହେଲାTata Punch, ଫିିଚର୍ସ ରହିଛି ଜବରଦସ୍ତ  

ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଟାଟା ମୋଟର୍ସ ଲଞ୍ଚ କରୁଛି ନିଜର ନୂଆ ଇନଭେସନ୍‌। ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ଏଥିରେ ସମସ୍ତ ଫିଚର୍ସ ମଧ୍ୟ ଆଡ୍‌ କରାଯାଇଛି। ଏବର୍ଷ ଗାଡ଼ି ସେଗମେଣ୍ଟର ଏହା ସବୁଠୁ ବେଷ୍ଟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହା ଲଞ୍ଚ ହେବା ପୂର୍ବରୁ ହିଁ ଗ୍ରାହକଙ୍କ…